Upload Image

Upload Image

Breaking News

ଆଜିର ରାଶିଫଳ ୧୩ ମଇ ୨୦୨୬ ବୁଧବାର ଏହି ୬ଟି ରାଶି ପାଇଁ ସୋଭାଗ୍ୟ ନେଇ ଆସିଛି ବୁଧବାର ଗଣେଶଙ୍କ କୃପାରୁ ଦୂର ହେବ ଆର୍ଥିକ ସମସ୍ୟା


ମେଷ  ରାଶି 

ଆଜି ଆପଣ ପିତାଙ୍କ କୌଣସି ଜରୁରୀ କାର୍ଯ୍ୟ ପୁରା କରିବେ । ଆପଣଙ୍କ ପିତା ଆପଣଙ୍କ ଉପରେ ଗର୍ବ କରିବେ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ପିଲାମାନଙ୍କ ସହିତ ଅଳ୍ପ ସମୟ ବ୍ୟତୀତ କରିବା ଦ୍ଵାରା ଆପଣଙ୍କ ଦିନ ଆନନ୍ଦପୂର୍ଣ ରହିବ । ଆଜି କିଛି ବିଷୟ ଉପରେ ଆପଣ ଚର୍ଚା କରି ପାରନ୍ତି । କିଛି ବିଷୟ ଅଦାଲତ ଆଡକୁ ଯାଇ ପାରେ । ଆୟ ଠିକ ହେବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଭାଗ୍ୟ ଆପଣଙ୍କୁ ଆର୍ଥିକ ଲାଭ ଦେଇପାରେ ।

ବୃଷ  ରାଶି 

ପରିଜନଙ୍କ ସାହାର୍ଯ୍ୟ ଦ୍ଵାରା ଆପଣ ସମସ୍ତ ଜିନିଷକୁ ସମ୍ଭାଳି ରଖିବେ । ଆପଣଙ୍କ ଉପରେ କିଛି ଦାୟିତ୍ଵ ଆସିପାରେ । ଆପଣ ଘରେ କୌଣସି କାର୍ଯ୍ୟ କ୍ରମର ପ୍ରସ୍ତୁତିରେ ଲାଗି ପାରନ୍ତି । ଆଖପାଖର ଲୋକମାନଙ୍କୁ ଦେଖି ଆପଣ ଖୁସି ହେବେ । ଆପଣଙ୍କ ଜୀବନ ଜଟିଳ ଭରା ରହିବ । ଏହା ସହିତ ଆପଣ ସାଥି ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ପାରନ୍ତି । ଆପଣଙ୍କୁ ସାବଧାନ ରହିବାକୁ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଏହି ସମୟରେ ଆପଣ ଏକ ଧନୀ ରୂପରେ ଜୀବନ ଅତିବାହିତ କରିବେ ।

ମିଥୁନ ରାଶି 

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କୌଣସି ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ରଖିବେ । ଏହି ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ଅର୍ଥ ମିଳିବ । କିନ୍ତୁ ଏହି ସବୁ ଟଙ୍କା କେଉଁଠି ଖର୍ଚ ହୋଇଯିବେ ଏହା ଆପଣଙ୍କୁ ଜଣା ପଡିବ ନାହିଁ । କିଛି ଲୋକମାନେ ଆପଣଙ୍କ ଉପରେ ବିଶ୍ଵାସ କରିବେ । ଆପଣଙ୍କୁ ବିଜନେସ କରିବା ପାଇଁ ଭଲ ନିବେଶର ସ୍ଥାନ ଖୋଜିବା ଦରକାର । ନିଜର ପୁରା ଧ୍ୟାନ ପରିବାର ଉପରେ ରଖନ୍ତୁ । ପରିବାର ଉପରେ ଆପଣ ପୂରାପୂରି ଆଶ୍ରିତ ରହିବେ ।

କର୍କଟ ରାଶି 

ଆପଣଙ୍କୁ ନିଜର କାର୍ଯ୍ୟ କୁଶଳତାକୁ ବୁଦ୍ଧି କରିବାର ଅଛି । ଆଜି ଆପଣ ନିଜର କୌଣସି ବନ୍ଧୁଙ୍କ ସହ ଶପିଙ୍ଗ କରିବାକୁ ଯାଇ ପାରନ୍ତି । ଆପଣ ନିଜର ଅଗ୍ରେସିବ ନେଚରକୁ କଣ୍ଟ୍ରୋଲରେ ରଖନ୍ତୁ । ଆପଣ ଏକ ଭଲ ହୃଦୟର ବ୍ୟକ୍ତିତ୍ବ ଅଟନ୍ତି । ଆପଣଙ୍କୁ ଏହି ସମୟରେ ନିଜର ଯାତ୍ରାରେ ସଫଳତା ମିଳିପାରେ । ଯାତ୍ରା ସମୟରେ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କରେ ମଧୁରତା ଆସିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇପାରେ । ଆପଣଙ୍କୁ ନିଜ ସ୍ଵଭାବକୁ ନିୟନ୍ତ୍ରଣ ରଖିବାକୁ ପଡିବ ।

ସିଂହ ରାଶି 

କାର୍ଯ୍ୟ ମାମଲାରେ ଆପଣ ଅନୁଭବି ଲୋକମାନଙ୍କ ସମ୍ପର୍କରେ ଆସିବେ । ପରିଜନମାନଙ୍କ ସହିତ ଆପଣଙ୍କ ସମ୍ପର୍କ କିଛି ଭଲ ନ ରହିପାରେ । ଆପଣ ନିଜର ଆଖପାଖର ଲୋକମାନଙ୍କ ଠାରୁ ଅଧିକ ଆଶା ରଖନ୍ତୁ ନାହିଁ । ଏହି ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ନ ହୋଇପାରେ । ଆପଣଙ୍କ ପ୍ରୋଫେଶନଲ ଲାଇଫ କିମ୍ବା ପାର୍ଟନରଶିପ ବିଜନେସରେ ଏହି ସମୟ ଭଲ ଅଟେ । ଆପଣ ଶାରୀରିକ ଓ ମାନସିକ ରୂପରେ କ୍ଳାନ୍ତ ଅନୁଭବ କରି ପାରନ୍ତି ।

କନ୍ୟା ରାଶି 

ଯଦି ଆପଣ ନିଜର ହୃଦୟର କଥା କାହାକୁ କହିବାକୁ ଚାହୁଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି । ଆଜି ଆପଣ ନିଜର କାର୍ଯ୍ୟରେ ନିଶ୍ଚିତ ରୂପରେ ସଫଳ ହେବେ । ଏହି ସମୟ ନିଷ୍ପତି ନେବା ପାଇଁ ଉଚିତ ନ ହୋଇପାରେ । ଏହି ସମୟରେ ଆପଣ ନିଜିର ଧ୍ୟାନକୁ ନିଜର କାର୍ଯ୍ୟ କ୍ଷେତ୍ରରେ ଏକତ୍ରିତ କରନ୍ତୁ । ନଚେତ ଆପଣଙ୍କୁ କ୍ଷତି ହୋଇପାରେ । ଆପଣ ନିଜର କାମରେ କିଛି ସମସ୍ୟା ଆସିପାରେ । ବ୍ୟବସାୟରେ ପାର୍ଟନରଶିପ କରିବା ଦ୍ଵାରା ସଫଳତା ମିଳିପାରେ ।

ତୁଳା ରାଶି 

ଆଜିର ଦିନ ଆପଣ ନିଜର କାମକୁ ସତର୍କତାର ସହ କରନ୍ତୁ । ବିଜନେସରେ କୌଣସି ପ୍ରକାରର ଅସୁବିଧା ଆସିପାରେ । ଆପଣଙ୍କୁ ଅଧିକ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ । ଆର୍ଥିକ ଯୋଜନା ଓ ନିବେଶ ସମ୍ବନ୍ଧିତ ନିଷ୍ପତି ନେବା ସମୟରେ ଅଳ୍ପ ସାବଧାନ ରୁହନ୍ତୁ । ଭଲ ସାମାଜିକ ସମ୍ପର୍କ ଓ ଗତିବିଧି କାରଣରୁ ଆପଣଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ବଢିପାରେ । ଆପଣଙ୍କ ମାତା ପିତାଙ୍କ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ ।

ବିଛା ରାଶି 

ଆଜି ଆପଣ ନିଜର କୌଣସି କଥା କିମ୍ବା ବିଜନେସ ସହ ଜଡିତ କଥା ନିଜ ସାଥିଙ୍କ ସହ ଶେୟାର କରିବେ । ଜୀବନସାଥିଙ୍କ ସହ କାମକୁ ନେଇ ଆପଣଙ୍କୁ ଭଲ ଉପଦେଶ ବି ମିଳିପାରେ । ଆରମ୍ଭ ସମୟରେ ଆପଣଙ୍କୁ ସମସ୍ୟା ହୋଇପାରେ । କିନ୍ତୁ ସଫଳତା ପ୍ରାପ୍ତି କରିବା ପାଇଁ ଆପଣଙ୍କୁ ନିଜର ଲକ୍ଷ ଉପରେ ଧ୍ୟାନ ଦେବାକୁ ହେବ । ଆରମ୍ଭ ସମୟରେ ଆପଣଙ୍କୁ ମହତ୍ୱାକାଂକ୍ଷୀ ହେବାକୁ ପଡିବ । ଆର୍ଥିକ ଲାଭ ପାଇଁ ନିଜର ସମ୍ପର୍କର ଲାଭ ଉଠାନ୍ତୁ ।

ଧନୁ ରାଶି 

ଆଜି ଆପଣ କୌଣସି ନୂତନ ବିଜନେସ ଆରମ୍ଭ କରି ପାରନ୍ତି । ଆପଣଙ୍କୁ ଘରର ବଡମାନଙ୍କ ପୁରା ସପୋର୍ଟ ମିଳିବ । ଆର୍ଥିକ ରୂପରେ ପିତାଙ୍କ ସାହାର୍ଯ୍ୟ ବି ମିଳିବ । ଆପଣ ନିଜର ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପିଲାମାନଙ୍କ ପ୍ରତି ସାବଧାନ ରୁହନ୍ତୁ । କୌଣସି ଦୁର୍ଘଟଣାର ସମ୍ଭାବନା ଅଛି । ଅଫିସରେ ଆପଣଙ୍କ ସମସ୍ତ କାମ ପୁରା ହେବ । ଚାକିରିରେ ଭଲ ସ୍ଥିତି ରହିବ । ନିଜ ସନ୍ତାନମାନଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସଫଳତା ପ୍ରାପ୍ତି କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ଅପଡିପାରେ ।

ମକର ରାଶି 

ଚାଲୁଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସାର୍ବଜନୀକ ଓ ରାଜନୈତିକ ସମ୍ବନ୍ଧ ଏହି ବର୍ଷ ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । ଚାକିରିରେ ଲୋକମାନଙ୍କୁ କାମରୁ ମୁକ୍ତି ମିଳିବ । ଆପଣଙ୍କ ଆୟ ବୁଦ୍ଧି ହେବ । ଆଜି ଆପଣଙ୍କୁ ଭଲ ପରିଣାମ ମିଳିବ । ଆଜିର ଦିନ ଶାନ୍ତି ପୂର୍ଣ ରହିବ । ଆପଣଙ୍କୁ ନିଜର ପରିଶ୍ରମର ଫଳ ନିଶ୍ଚିତ ରୂପରେ ମିଳିବ । କିଛି ଦିନ ଯେଉଁ ସମସ୍ୟା ଚାଲୁ ଅଛି, ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ ।

କୁମ୍ଭ ରାଶି 

ଏହି ସମୟରେ ଆପଣଙ୍କ ପରିବାରରେ ଖୁସିର ଆଗମନ ହେବ । ଆପଣଙ୍କୁ କିଛି ସାମାଜିକ ଦାୟିତ୍ଵ ମିଳିପାରେ । କର୍ମଚାରୀ ନିଜର ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ଆପଣ ନିଜର ବ୍ୟାପାରରେ ସଫଳତାର ଶୀର୍ଷରେ ପହଞ୍ଚିବେ । ଆପଣ ଜୀବନସାଥିଙ୍କୁ ପୁରା ସମୟ ଦେବେ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଆପଣଙ୍କୁ ସମୟ ସମୟ ପାଣି ପିଇବା ଉଚିତ ।

ମୀନ ରାଶି

ଆପଣଙ୍କୁ ନିଜର ଜୀବନସାଥି କିମ୍ବା ବିଜନେସ ପାର୍ଟନର ଠାରୁ ଲାଭ ମିଳିବ । ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ସହିତ ଟଙ୍କାକୁ ନେଇ ଭିଲ ବୁଝାମଣା ହୋଇପାରେ । ପରିବାରରେ ଖୁସିର ପରିବେଶ ରହିବ । ଆଜି ଆପଣଙ୍କୁ ଘରେ ଯଜ୍ଞ କରିବା ଦରାକାର । ଏହା ଦ୍ଵାରା ଆପଣଙ୍କ ଦିନ ଭଲ ରହିବ । ଗଣେଶଙ୍କ କୃପାରେ ଆପଣଙ୍କୁ ବୟସାୟରେ ସଠିକ ନିଷ୍ପତି ନେବା ଦ୍ଵାରା ଲାଭ ମିଳିବ । ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଜୀବନ ପ୍ରେମ ଭରା ରହହିବ ।

Type and hit Enter to search

Close